Creator Profile - ViralVibes
Subscribers
Total Views
Videos Published
Est. Revenue
About
ନମସ୍କାର 🙏 ମୁଁ ସଂଘମିତ୍ରା ଆପଣ ସମସ୍ତଙ୍କୁ ମୋ ଚାନେଲ୍ ରେ ବହୁତ୍ ବହୁତ୍ ସ୍ବାଗତ !! ମୋତେ ରୋଷେଇ କରିବା ବହୁତ୍ ପସନ୍ଦ, ମୋର ଏଇ ଚାନେଲ୍ ରେ ଆପଣ ମାନେ ବିଭିନ୍ନ ପ୍ରକାର ର ଖାଇବା ଯେମିତି ଓଡ଼ିଆ , ଇଣ୍ଡିଆନ୍ , ଚାଇନିଜ୍ ଦେଖି ପାରିବେ ଆଉ ଶିଖି ମଧ୍ୟ ପାରିବେ।ରୋଷେଇ ପ୍ରଣାଳୀ କୁ କେମିତି ସହଜ ଏବଂ କମ୍ ସାମଗ୍ରୀ ରେ କରି ହେବ ସେ ସବୁ ବି ଏଇ ଚାନେଲ୍ ରେ ଜାଣି ପାରିବେ, ଆଉ ତା ସହ ରୋଷେଇ ପାଇଁ କିଛି ଖାସ୍ ଟିପ୍ସ ବି ଜାଣି ପାରିବେ। ଚାନେଲ୍ କୁ ସବ୍ସକ୍ରାଇବ୍ କରିକି ପାଖରେ ଥିବା 🔔 ବେଲ୍ ଆଇକନ୍ କୁ କ୍ଲିକ୍ କରନ୍ତୁ ମୋ ଭିଡିଓ ସର୍ବ ପ୍ରଥମେ ଦେଖିବା ପାଇଁ। ଧନ୍ୟବାଦ୍ 🥰 ଲାଇକ୍ 👍 ସେୟାର💌 ସବ୍ସକ୍ରାଇବ୍ 👆 କମେଣ୍ଟ ✍️ Hello 🙏 I am Sanghamitra I love to cook, on my channel (odisha food Tadka)you can watch and learn about different types of food such as Traditional, Indian, Chinese and Odia food. You can learn how to make cooking methods easily and with less ingredients on my channel, and You can also learn some special tips for cooking with him. Subscribe to the channel and click the 🔔 bell icon next to it to be the first to see my videos. Thank you Like 👍 Share 💌 Subscribe 👆 Comment ✍️
Channel Info
Performance
Growth tracking initializing
A baseline was just set — come back in 7+ days to see your 30-day growth rate.
Similar creators
All creators →Category comparison
No category set for this creator.